ରାଜ୍ୟ

ମାତିଛନ୍ତି ମନରେଗା ମାଫିଆ ବୃକ୍ଷରୋପଣ ନାମରେ ହରିଲୁଟ

Spread the love

. . . କଙ୍କଡ଼ାହାଡ଼- ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ପଂଚାୟତ ଗ୍ରାମରେ ହୋଇଥିବା ସବୁଜ ବନିକରଣ ନାମରେ ସରକାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ହରିଲୋଟ। ସରକାର ଗରିବ ଶ୍ରମିକ ଙ୍କୁ ଶହେ କାମ ଯୋଗାଇବା ପାଇଁ ମନରେଗା ଯୋଜନା କରିଥିବାବେଳେ ମିଥ୍ୟା ଶ୍ରମିକ ଲଗେଇ ମନରେଗା ଚାଷ ଚଳାଇଛନ୍ତି । କହିବାକୁ ଗଲେ ଏଠି ଗରିବ ଶ୍ରମିକଙ୍କ ପେଟରଲାତ ଦେଇ ହଡପ କରୁଛନ୍ତି ଲକ୍ଷଲକ୍ଷ ଟଙ୍କା। ଏହି କାମର ୱାର୍କ କୋର୍ଡ ନଂ-2407005005/DP/10910917 ଏହି କାମର ଅଟକଳ ମୂଲ୍ୟ୧ଲକ୍ଷ୍ୟ ୫୦ହଜାର ଥିବାବେଳେ ଲୋକ ଦେଖାଣିଆଁ ଅଳ୍ପ କିଛି ଗଛ ଲଗେଇ ଚଞ୍ଚକତା କରି ଲୋଟ ହୋଇଛି ବୋଲି ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ ସ୍ଥାନୀୟ ଲୋକ ଜିଲ୍ଲାପାଳ ଙ୍କୁ ଦାବିକରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!