ମହାନଗର

ଜାନୁଆରୀ ୪ରେ ‘ପଥ ଉତ୍ସବ’

Spread the love

ଭୁବନେଶ୍ବର, : ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’ ହେବ ବୋଲି BMC ପକ୍ଷରୁ କୁହାଯାଇଛି।ଉତ୍ସବ ଜନପଥର ମାଷ୍ଟରକ୍ୟାଣ୍ଟିନ ଏବଂ ରାମ ମନ୍ଦିର ଛକ ମଧ୍ୟରେ ପାଳନ କରାଯିବ। ସକାଳ ୬ଟାରୁ ‘ପଥ ଉତ୍ସବ’ ଆରମ୍ଭ ହେବା ନେଇ BMC ପକ୍ଷରୁ ଅବଗତ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!