SAMAJAINA

ବିଧାନସଭା ଭିତରେ ଖୋଳ କରି ଦେଲେଣି ଇଲେକ୍ଟ୍ରିକାଲ ଯନ୍ତ୍ରୀ ମହେଶ ବେହେରା

Spread the love

ଭୁବନେଶ୍ୱର : ପୂର୍ତ୍ତ ବିଭାଗ ଭୁବନେଶ୍ୱର ଡିଭିଜନ -୧ ଅଧୀନରେ ଥିବା ବିଧାନସଭା ଗୃହ ର ଇଲେକ୍ଟ୍ରିକାଲ ଯନ୍ତ୍ରୀ ମହେଶ ବେହେରା ସରକାରୀ ଅର୍ଥ ଲୁଟି ଏବେ କୁବେରପତି ପାଲଟିଲେଣି ବୋଲି ରାଜନେତା ମାନେ ଚର୍ଚ୍ଚା କରୁଛନ୍ତି ଯନ୍ତ୍ରୀ ବେହେରା ବାବୁ ପ୍ରତି ପନ୍ଦର ଦିନରେ ଥରେ ବିଧାନସଭା ଭିତରେ ଫ୍ୟାନ, ବଲବ, ସୁଇଚ ଖରାପ ହୋଇଛି ଦର୍ଶାଇ ଏ ସବୁ ନୂଆ ଲାଗିଲା ବୋଲି ମିଥ୍ୟା ବିଲ କରି ଲକ୍ଷ ଲକ୍ଷ ଟଙ୍କା ରାଜକୋଷରୁ ଲୁଟ କରୁଥିବା ଜଣାପଡିଛି, ବିଧାନସଭା ଗୁହ ଭିତରେ ସେହି ପୁରୁଣ ବଲବ, ସୁଇଚ, ଫ୍ୟାନକୁ ଯନ୍ତ୍ରୀ ବେହେରା ବାବୁ କିଛି ପରିଚିତ ଲୋକଙ୍କୁ ମଧ୍ୟ ବିକିଥିବା ଜଣାପଡିଛି, ପିସି ଖିଆ ଯନ୍ତ୍ରୀ ମହେଶ ବେହେରାଙ୍କୁ ଆଖିବୁଜି ଅଧିକ୍ଷଣ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ ସହଯୋଗ କରିଆସୁଛନ୍ତି, ୨ ଲୁଟେରା କେତେବେଳେ ବିଧାନସଭା ଭିତରେ ଅତ୍ୟାଧୁନିକ ଆଲୋକୀକରଣ,ଏବଂ ଏସି ଲଗାଇ ବହୁତ ଅର୍ଥ ଲୁଟିଥିବା ଜଣାପଡିଛି,ଦୁର୍ନୀତି ର ନାୟକ ଅଧିକ୍ଷଣ ଯନ୍ତ୍ରୀ ପ୍ରଭୁଦତ୍ତ ଓ ଇଲେକ୍ଟ୍ରିକାଲ ଯନ୍ତ୍ରୀ ମହେଶ ବେହେରା କରିଥିବା ଦୁର୍ନୀତିର ବିଭାଗୀୟ ତଦନ୍ତ ହେବା ଦରକାର ବୋଲି ଯନ୍ତ୍ରୀ ବାବୁଲା ସାହୁ ମତ ଦେଇଛନ୍ତି, ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେଲା ବିଧାନସଭା ଭିତରେ ଯନ୍ତ୍ରୀ ଥିବା ମହେଶ ବେହେରା ମନ୍ତ୍ରୀ, ବିଧାୟକ ର ଛାତ୍ରଛାୟା ତଳେ ରହି କୁବେରପତି ପାଲଟିଲେଣି ବୋଲି ଯନ୍ତ୍ରୀ ମହଲରେ ଚର୍ଚ୍ଚା ହେଉଛି, ଗୋଟିଏ ସ୍ଥାନରେ ବହୁତ ଦିନ ରହି ସରକାରୀ ଅର୍ଥକୁ କିପରି ଲୁଟିହେବ ତାହା ମହେଶ ବାବୁଙ୍କୁ ବେଶ ଜଣା,,ବିଗତ ବିଜେଡି ସରକାର ସମୟରେ ଯନ୍ତ୍ରୀ ମହେଶ ବେହେରା କେତେ କୋଟି ଲୁଟିଛନ୍ତି ତାହାର ଦଦନ୍ତ ଭିଜିଲାନ୍ସ ଦ୍ୱାରା ହେବା ଦରକାର ବୋଲି ବିଧାନସଭା ର ଜଣେ କର୍ମଚାରୀ କହିଛନ୍ତି, ଭୁବନେଶ୍ୱର ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀମାନଙ୍କୁ ସନ୍ତୁଷ୍ଟ କରି ଏହି ସ୍ଥାନରେ ରହିବାରେ ସଫଳ ହୋଇଛନ୍ତି ଯନ୍ତ୍ରୀ ମହେଶ ବେହେରା, ଅମାପ ସମ୍ପତ୍ତି ର ତାଲିକା ଏବେ ସମାଜ ଆଇନା ର ହସ୍ତଗତ ହେବାରେ ଲାଗିଛି,,,,,,,

Leave a Reply

Your email address will not be published. Required fields are marked *

error: Content is protected !!