ଦୁର୍ନୀତିର ମହାନାୟକ ପୂର୍ତ୍ତ ବିଭାଗର କୋଠା ବାଡ଼ି ମୁଖ୍ୟ ଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରା
ଭୁବନେଶ୍ୱର : ପୂର୍ତ୍ତ ବିଭାଗ ର ଧ୍ରୁତ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରରୀ, ପିସି ଖିଆ କୋଠା ବାଡ଼ି ମୁଖ୍ୟ ଯନ୍ତ୍ରୀ ପ୍ରିୟବ୍ରତ ସମନ୍ତରାଙ୍କ କଳା କାରନାମା ଧୀରେ ଧୀରେ ଖୋଲିବାରେ ଲାଗିଛି,ଶୁଖିଲା ମୁହାଁ କୋଠା ବାଡ଼ି -୧ ଓ ୨ ର ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟ ତୁଲାଉ ଥିବା ଭ୍ରଷ୍ଟାଚାରି ପ୍ରିୟବ୍ରତ ସମନ୍ତରା ପିସି ନେବାରେ ରାଜ୍ୟରେ -୧ ନମ୍ବର, କୋଠା ବାଡ଼ି ନିମ୍ନମାନର ହେଉକି ଭୁଶୁଡି ପଡ଼ୁ ସେଥିରେ ମୁଖ୍ୟଯନ୍ତ୍ରୀ ପ୍ରିୟବ୍ରତ ଙ୍କ ମତଲବ ନାହିଁ ଵେବଳ ମୋଟା ଅଙ୍କର ପିସି ନେବା ମୂଳ ଲକ୍ଷ୍ୟ,ପୂର୍ବରୁ ପଶ୍ଚିମ ଓ ଉତ୍ତର ରୁ ଦକ୍ଷିଣ ପର୍ଯ୍ୟନ୍ତ ଥିବା ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମାନଙ୍କ ଠାରୁ ପ୍ରତି କାର୍ଯ୍ୟରେ ପିସି ନେଇ ନିଜର କଳା ସାମ୍ରାଜ୍ୟ ବିସ୍ତାର କରୁଛନ୍ତି ମୁଖ୍ୟଯନ୍ତ୍ରୀ, ଏଠାରେ ସୂଚାଇ ଦିଆଯାଇପାରେ ଯେ ଫୁଲବାଣୀ ଡିଭିଜନ ରେ ଅଧିକ୍ଷଣ ଯନ୍ତ୍ରୀ ଥିବା ସମୟରେ କୋଟିକୋଟି ଟଙ୍କାର ମିଥ୍ୟା ବିଲ କରି ସରକାରୀ ରାଜକୋଷ ଲୁଟିନେଇଥିବା ସେତେବେଳେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଥିଲା, ବିଜେଡି ଦଳର ନିର୍ବାଚନ ପାଣ୍ଠି ସଂଗ୍ରହ ର ମୁଖ୍ୟ ସୂତ୍ରଧର ଥିଲେ ଯନ୍ତ୍ରୀ ପ୍ରିୟବ୍ରତ, ପିସି ଖିଆ ଏହି ଯନ୍ତ୍ରୀ ନିଜ ସମ୍ପର୍କୀୟ ମାନଙ୍କ ନାମରେ କୋଟିକୋଟି ଟଙ୍କା ଠୁଳ କରିବା ସହିତ ରାଜଧାନୀ ରେ ବହୁତ ମୂଲ୍ୟବାନ ପ୍ଲଟ କିଛି ବିଶ୍ୱସ୍ତ ଲୋକଙ୍କ ନାମରେ କିଣିଛନ୍ତି ବୋଲି କୋରାପୁଟ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଆମର ପ୍ରତିନିଧିଙ୍କୁ କହିଛନ୍ତି, ପୂର୍ତ୍ତ ବିଭାଗର ଧ୍ରୁତ ମୁଖ୍ୟଯନ୍ତ୍ରୀ ପ୍ରିୟବ୍ରତ ସମନ୍ତରା କୋଠା ବାଡ଼ି ୧ସହିତ ୨ର ମୁଖ୍ୟଯନ୍ତ୍ରୀ ରହିବାର ଅସଲ କାରଣ କଣ ତାହା ରାଜ୍ୟର ଯନ୍ତ୍ରୀ ମାନଙ୍କୁ ଚକିତ କରିଛି,, ପୂର୍ତ୍ତ ବିଭାଗ ରେ ୧୦ ରୁ ଉର୍ଦ୍ଧ ଅତିରିକ୍ତ ଯନ୍ତ୍ରୀ ପ୍ରମୋସନ ପାଇଁ ମୁଖ୍ୟଯନ୍ତ୍ରୀ ହୋଇଥିଲେ ମଧ୍ୟ୍ୟ ସେମାଙ୍କୁ ଫାଙ୍କା ଥିବା କୋଠା ବାଡ଼ି -୨ ରେ ନିଯୁକ୍ତି ଦିଆନ ଯାଇ ଅପାରଗ ପ୍ରିୟବ୍ରତ ଙ୍କୁ କାହିଁକି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଆଉ ୨ ମାସ ପରେ ମୁଖ୍ୟ ଯନ୍ତ୍ରୀ ପ୍ରିୟବ୍ରତ ସମନ୍ତରା ସର୍ବୋଚ୍ଚ ଯନ୍ତ୍ରୀ କୁ ପ୍ରମୋସନ ହେବେ, ତେଣୁ ସଚିବ ଓ ମନ୍ତ୍ରୀଙ୍କୁ ସନୁଷ୍ଟ କରିବାକୁ ଗାନ୍ଧୀ ନୋଟ ସଂଗ୍ରହ ରେ ଲାଗିପଡିଛନ୍ତି,, ସାଧାରଣ ଜନତାଙ୍କ ଟ୍ୟାକ୍ସ ରେ ମୋଟା ଅଙ୍କର ଦରମା ସହିତ ପିସି ଖାଉଥିବା ମୁଖ୍ୟଯନ୍ତ୍ରୀ ପ୍ରିୟବ୍ରତ ସମନ୍ତରା କାହାରି ଫୋନ ରିସିଭ କରନ୍ତି ନାହିଁ, ଯେଉଁ ଠିକାଦାର ମାନଙ୍କ ଠାରୁ ପିସି ନିଅନ୍ତି ସେମାନଙ୍କୁ ଅଫିସକୁ ଡାକି ଡିଲ କରି ଟଙ୍କା ବିଡା ନିଜେ ହିଁ ନିଅନ୍ତି, ଗର୍ବୀ, ଅହଙ୍କାରୀ, ଯନ୍ତ୍ରୀ ଜଗତର କଳଙ୍କ ମୁଖ୍ୟଯନ୍ତ୍ରୀ ପ୍ରିୟବ୍ରତ ଙ୍କୁ ଯଦି ଭିଜିଲାନ୍ସ ରେଡ କରେ କୋଟିକୋଟି ଟଙ୍କା ର ସମ୍ପତ୍ତି ସହିତ ପୁଳାପୁଳା ସୁନାର ସନ୍ଧାନ ମିଳିପାରିବ ବୋଲି ଅନ୍ୟତମ ମୁଖ୍ୟଯନ୍ତ୍ରୀ ସତ୍ୟ ନାରାୟଣ ଖୁରା କଥା ପ୍ରସଙ୍ଗ ରେ କହିଛନ୍ତି, ପିସି ପ୍ରିୟ ମୁଖ୍ୟ ଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରା ଙ୍କ ସହିତ ଅସାଧୁ ମେଣ୍ଟ କରିଥିବା ନବରଙ୍ଗପୁର ର ଅଧିକ୍ଷଣ ଯନ୍ତ୍ରୀ କ୍ଷୀରଧର କନ୍ଧପାଣି ଙ୍କ ମାଧ୍ୟ୍ୟମରେ କିଛି ଠିକାଦାରଙ୍କୁ ନିର୍ମାଣ କାର୍ଯ୍ୟ ଦେଇ ମୋଟା ଅଙ୍କର ପିସି କାରବାର ଚାଲିଥିବା ଜଣାପଡିଛି, ମୁଖ୍ୟଯନ୍ତ୍ରୀ ପ୍ରିୟବ୍ରତ ନିର୍ମାଣ ସୌଧ ରେ ଅନ୍ଧାରି ମୁଲକ ଚଳାଇବା ସହିତ କର୍ମଚାରୀ ମାନଙ୍କୁ ବେଳେ ବେଳେ ଗାଳିଗୁଲଜ କରୁଥିବା ଚର୍ଚ୍ଚା ହେଉଛି, ବଡବଡ କାର୍ଯ୍ୟରେ କୋଠା ବାଡ଼ି ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱର ବାହାରକୁ ଠିକାଦାର ମାନଙ୍କୁ ଡାକି ମୋଟା ଅଙ୍କର ପିସି ନିଅନ୍ତି ବୋଲି ଜଗତସିଂହପୁର ଅଧିକ୍ଷଣ ଯନ୍ତ୍ରୀ ସୂତାର ବାବୁ ଖୋଲାଖୋଲି କହିଛନ୍ତି, ବିଜେପି ସରକାର ରେ ଥିବା ମନ୍ତ୍ରୀ ମାନେ ପିସି ନେଉଥିବାରୁ ମୁଁ ପିସି କୁ ଅଧିକା ପସନ୍ଦ କରେ ବୋଲି ଯନ୍ତ୍ରୀ ପ୍ରିୟ ବ୍ରତ କହି ବୁଲୁଛନ୍ତି, ପିସି ସର୍ଦାର କୋଠା ବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ ବହୁତ ଲୋମ ଟାଙ୍କୁରା କଳଙ୍କିତ ତଥ୍ୟ ଆଗାମୀ ସଂଖ୍ୟାରେ ପ୍ରକାଶିତ ହେବ
