ରାଜ୍ୟ

୩ ଜଣ ଯନ୍ତ୍ରୀ ସସ୍‌ପେଣ୍ଡ୍‌: ଜଳ ସମ୍ପଦ ବିଭାଗର ବଡ଼ କାର୍ଯ୍ୟନୁଷ୍ଠାନ

Spread the love

ବରଗଡ/ଭୁବନେଶ୍ୱର : ଜଳ ସମ୍ପଦ ବିଭାଗର ୩ ଇଞ୍ଜିନିୟରଙ୍କୁ ସସ୍‌ପେଣ୍ଡ କରାଯାଇଛି। ବରଗଡ଼ ଅଧିକ୍ଷଣ ଯନ୍ତ୍ରୀ ମଦନ ମୋଦନ ସେଠୀ, ଭେଡେନ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ରାଜ କୁମାର ମିଶ୍ର, ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଂଜିନିୟର ରଂଜନ ପଟେଲଙ୍କୁ କେନାଲ ପ୍ରକଳ୍ପ କାର୍ଯ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ କରାଯାଇଛି। ଏହାସହ ଏହି ୩ ଇଞ୍ଜିନିୟରଙ୍କ ଉପରେ କଟକଣା ଜାରି କରାଯାଇଛି।ଏହି ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ମାନଙ୍କ ଉପରେ ସମାଜ ଆଇନା ଅନେକ ଥର ଖବର ପ୍ରସାରଣ କରି ଆସୁଥିଲା,ଭୁବନେଶ୍ୱର ମୁଖ୍ୟାଳୟରେ ମଦନଙ୍କୁ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅନ୍ୟ ୨ ଜଣଙ୍କୁ ବୁର୍ଲା ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସରେ ରହିବାକୁ କୁହାଯାଇଛି

Leave a Reply

Your email address will not be published. Required fields are marked *

error: Content is protected !!