ମହାନଗର

ବିଶିଷ୍ଟ ସମାଜସେବୀ ତଥା ନିଷ୍ଠାପର ଦକ୍ଷ ମୁଖ୍ୟ ଯନ୍ତ୍ରୀ ଇଂଜିନିୟର ଗୌତମ ସେଠୀ ସମ୍ଵର୍ଦ୍ଧିତ

Spread the love

*ଭୁବନେଶ୍ୱର : ଓଡ଼ିଶାର ଜଣେ ଦକ୍ଷ ତଥା ନିଷ୍ଠାପର ମୁଖ୍ୟ ଯନ୍ତ୍ରୀ , ସୁସଙ୍ଗଠକ,ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ, ସାହିତ୍ୟିକ, ତଥା ବିଦ୍ୱାନ ପୁରୁଷ, ବହୁ ସାମାଜିକ, ସାଂସ୍କୃତିକ ତଥା ଅଧ୍ୟାତ୍ମିକ ଅନୁଷ୍ଠାନର ସଙ୍ଗଠକ ,ସେ ଆମ କଳିଙ୍ଗ ମାଟିର କୃତବିଦ୍ୟ ସନ୍ତାନ, ଆମ ମାଟି ଆମ ଭାଷା ଆମ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଗବତ, ଗୀତା ଅଧ୍ୟାତ୍ମିକ କର୍ମକାଣ୍ଡ ର ପ୍ରଚାରକ, ଆମ ଅସ୍ମିତାର ମହା ନାୟକ l ଆମ ଦିଗଦର୍ଶକ ,ସର୍ବୋପରି ଜଣେ ଅମାୟିକ ବ୍ୟକ୍ତିତ୍ୱ ,ପରୋପକାରୀ ,ମିଷ୍ଟଭାଷି ଓ ବିଶିଷ୍ଟ କର୍ମ ବୀର ଯଶସ୍ଵୀ ପୁରୁଷ ଓଡ଼ିଶା ଭୂତଳଜଳ ଉନ୍ନୟନ ନିର୍ଦେଶାଳୟ ର ମୁଖ୍ୟ ଯନ୍ତ୍ରୀ ଓ ନିର୍ଦେଶକ ଇଂଜିନିୟର ଶ୍ରୀ ଗୌତ୍ତମ କୁମାର ସେଠୀ ଙ୍କୁ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ସତ୍ୟଂ ଶିବମ୍ ସୁନ୍ଦରମ୍ ଅନୁଷ୍ଠାନ, କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍, ଓଁ କାର ନାଥ ମିଶନ ଭୁବନେଶ୍ୱର ,ଭକ୍ତ କବି ଜୟଦେବ ସାଂସ୍କୃତିକ ପରିଷଦ କଟକ ପକ୍ଷରୁ ରାଜ୍ଯ ସ୍ତରୀୟ ସତ୍ୟମ୍ ସୁନ୍ଦରମ୍ ପ୍ରତିଭା ସମ୍ମାନ ସ୍ୱରୂପ ଉତ୍ତରୀୟ ,ପୁଷ୍ପଗୁଚ୍ଛ , ସତ୍ୟମ୍ ଶିବମ ସୁନ୍ଦରମ୍ ପତ୍ରିକା ଓ ସାଂସ୍କୃତିକ ପରିଷଦର ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସତ୍ୟମ୍ ସୁନ୍ଦରମ୍ ପତ୍ରିକା ପ୍ରକାଶନ ଓ ଓଁକାର ନାଥ ମିଶନ ଭୁବନେଶ୍ୱର ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ବରିଷ୍ଠ ଭୂ ବୈଜ୍ଞାନିକ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଶିଶିର ପଣ୍ଡା,କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ସଭାପତି, ଓଁ କାର ନାଥ ମିଶନ ଭୁବନେଶ୍ୱର ଅଧ୍ୟକ୍ଷ, ଜୟଦେବ ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ତଥା ପତ୍ରିକା ଏଡ଼ିଟର ବିଶିଷ୍ଟ ସ୍ତମ୍ଭକାର ଓ ସୁସାହିତ୍ୟିକ ଇଂଜିନିୟର ଜିତେନ କୁମାର ରାଉତରାୟ,, ପତ୍ରିକାର ବିଶିଷ୍ଟ ଆଇନପରାମର୍ଶଦାତା ତଥା ସୁସାହତ୍ୟିକ ଵାଗ୍ମୀ ଶ୍ରୀ ସାରୋଜ କୁମାର ମିଶ୍ର, ପ୍ରସିଦ୍ଧ ଡାକ୍ତର ତଥା ସତ୍ୟଂ ସୁନ୍ଦରମ୍ ପତ୍ରିକା ପ୍ରକାଶନ ର ସୌଜନ୍ୟ ସମ୍ପାଦକ ଓ ଜୟ ଦେଵ ସାଂସ୍କୃତିକ ପରିଷଦ ଅଧ୍ୟକ୍ଷ ଡକ୍ଟର ଦୀନବନ୍ଧୁ ମହାରଣା, ସତ୍ୟମ୍ ସୁନ୍ଦରମ୍ ପତ୍ରିକା ପ୍ରକାଶନ ର ପରିଚାଳନା ସମ୍ପାଦକ, ବିଶିଷ୍ଟ ଶିକ୍ଷାବିତ୍ ତଥା ବିଜୁ ପଟ୍ଟନାୟକ କଲେଜ ଭୁବନେଶ୍ୱର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି,ଉପଦେଷ୍ଠା ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆ, ,ବିଶିଷ୍ଟ ସମାଜସେବୀ ତଥା ପତ୍ରିକା ପ୍ରକାଶନ ର ଯୁଗ୍ମ ସମ୍ପାଦକ ଶ୍ରୀ ଜୟକୃଷ୍ଣ ମଲିଆ ଓ ଶ୍ରୀ କାଶୀନାଥ ମାହାପାତ୍ର ,ଶ୍ୟାମା ଶଙ୍କର ମଠର ମଠାଧୀଶ ଶ୍ରୀ ଅରୁଣ କୁମାର ଗାଙ୍ଗୁଲୀ , ମାଉଣ୍ଟ ଏଭରେଷ୍ଟ ଶୃଙ୍ଗ ଆରୋହଣକାରି ତଥା କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ବରିଷ୍ଠ ସଙ୍ଗଠକ ଶ୍ରୀ ଗଣେଷ ଜେନା, ବିଧାନ ସଭା ରିସର୍ଚ୍ଚ ଅଫିସର ସାହିତ୍ୟିକ ଶ୍ରୀ ଅମୁଲ୍ୟ କୁମାର ସ୍ୱାଇଁ,ସମାଜସେବୀ ଶ୍ରୀ ରବି ଦାସ , ଆଶୁକବି ଡମ୍ବରୁଧର ପରିଡ଼ା, କବୟିତ୍ରୀ ଲବଙ୍ଗ ଲତା ରାଉତ ଇଂଜିନିୟର ନିର୍ମଳ ବେହେରା, ଇଂଜିନିୟର କ୍ଷୀରୋଦ ସାହୁ ଇଂଜିନିୟର ପ୍ରଦୀପ କୁମାର ଷଡ଼ଙ୍ଗୀ,ଇଂଜିନିୟର ମନମୋହନ ସାହୁ ,ଇଂଜିନିୟର ସିପ୍ରା ପ୍ରିୟଦର୍ଶନୀ ଓ କୁମାରୀ ଶ୍ରୀୟା ଦାସ ପ୍ରମୁଖ ନିର୍ଦ୍ଦେଶକ ଇଂଜିନିୟର ଶ୍ରୀ ଗୌତମ ସେଠୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!