ମୁଖ୍ୟ ଖବର

ପୂର୍ତ୍ତ ବିଭାଗକୁ ବଦନାମ କରୁଥିବା ବରଗଡ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଅରୁଣ ପାଣ୍ଡେଙ୍କୁ ବହିଷ୍କାର କେବେ?

Spread the love

ଭୁବନେଶ୍ୱର : ଦୁର୍ନୀତି ଗ୍ରସ୍ତ, ଭ୍ରଷ୍ଟାଚାରୀ, ଲୁଟେରା ବରଗଡ଼ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଅରୁଣ ପାଣ୍ଡେ ସରକାରୀ ଅର୍ଥ ଲୁଟି ଖୋଳ କରିସାରିଲେଣି, ସରକାରଙ୍କ ରାଜକୋଷ ଚୋର ଯନ୍ତ୍ରୀ ଅରୁଣ ପାଣ୍ଡେଙ୍କ ଉପରେ ବିଭାଗୀୟ କାର୍ଯାନୁଷ୍ଠାନ ସହିତ ଭିଜିଲାନ୍ସ ତଦନ୍ତ କରିବାକୁ ସମାଜସେବୀ ସାଧୁ ନେପାକ ଦାବି କରିଛନ୍ତି, ରାସ୍ତା ଘାଟ ମରାମତି ଓ ନିର୍ମାଣ ରେ ଲକ୍ଷାଧିକ ଟଙ୍କା ପିସି ନେଇ ଡିଭିଜନ କୁ ବର୍ବାଦ କରିସାରିଲେଣି ଯନ୍ତ୍ରୀ ଅରୁଣ ପାଣ୍ଡେ ବୋଲି ବରଗଡ଼ ରେ ଚର୍ଚ୍ଚା ହେଉଛି, ବରଗଡ଼ ଧନୁଯାତ୍ରା ସମୟରେ ମହାରଜା କଂସ ଦରବାରରେ ଦୁର୍ନୀତିଗ୍ରସ୍ତ ଡକାଡକାୟତ ଅଧିକ୍ଷଣ ଯନ୍ତ୍ରୀ ଅରୁଣ ବୋଲି ଜଣାପଡିଥିଲା,ମହାରାଜ କଂସ ଯନ୍ତ୍ରୀ ଅରୁଣ ପାଣ୍ଡେ ପିସି କାରବାରରେ ଲିପ୍ତ ଥିବା ଅଭିଯୋଗ ପାଇଲା ପରେ ତାଗିଦ କରିବା ସହିତ ଭର୍ଚନା କରିଥିଲେ, ବରଗଡ଼ରେ ଏହି ଡକାୟତ ମାତ୍ରାଧିକ ପିସି ଖିଆ ଯନ୍ତ୍ରୀ ଅରୁଣ ପାଣ୍ଡେ ଚିଫ କନଷ୍ଟ୍ରକ ସନ ଇଞ୍ଜିନିଅର କୁ ଓଭରଟେକ କରି ବହୁତ ବେନିୟମ ଓ ମନମୁଖୀ କାର୍ଯ୍ୟ କରି ପିସି ରେ ବ୍ୟାଗ ଭରୁଥିବା ଅଭିଯୋଗ ହେଉଛି, ଏଇ ନିକଟରେ ବରଗଡ଼ ଧନୁଯାତ୍ରା ଗେଟ ନିର୍ମାଣରେ ଯନ୍ତ୍ରୀ ଅରୁଣ ପାଣ୍ଡେ ମହା ଦୁର୍ନୀତି କରିଥିବାର ଜଣାପଡିଛି, ଗେଟ ନିର୍ମାଣ କାର୍ଯ୍ୟରେ ଟେଣ୍ଡର ନ କରି ପିସି ଲୋଭରେ ସବୁ ପାଞ୍ଚ ଲକ୍ଷ ତଳକୁ କରି ନିଜ ଠିକାଦାରଙ୍କୁ ବାଣ୍ଟି ଦେଇଥିଲେ, ଯାହାଫଳରେ ଗେଟ ଗୁଡିକ ନିର୍ମାଣ ନିମ୍ନମାନର ହୋଇଛି, ବିଗତ ମାସରେ ସାମାନ୍ୟ ପବନରେ ବରଗଡ଼ର ଏକ ଗେଟ ଭୁଶୁଡି ପଡିବା ଯୋଗୁ କିଛି ପଥଚାରି ଆହତ ହୋଇଥିଲେ, ପିସି ଖିଆ ଅଧିକ୍ଷଣ ଯନ୍ତ୍ରୀ ସରକାରୀ ଅର୍ଥ ଲୁଟରେ ରାଜ୍ୟରେ ଏକ ନମ୍ବର ବୋଲି ନବରଙ୍ଗପୁର ଅଧିକ୍ଷଣ ଯନ୍ତ୍ରୀ କ୍ଷୀର ଧର କନ୍ଧପାଣି ଖୋଲାଖୋଲି କହିଛନ୍ତି, କଳା ଧନରେ ଯନ୍ତ୍ରୀ ଅରୁଣ ପାଣ୍ଡେ ଭୁବନେଶ୍ୱର ସମେତ ବାଙ୍ଗାଲୋର, ମୁମ୍ବାଇ, ଦିଲ୍ଲୀ ରେ ଫ୍ଲାଟ କିଣି ଛୁଟି ଦିନରେ ସେଠାରେ ଯାଇ ମଉଜମସ୍ତି କରୁଛନ୍ତି ବୋଲି ଯନ୍ତ୍ରୀ ଶିବାଜୀ ପ୍ରଧାନ ଆମର ପ୍ରତିନିଧିଙ୍କୁ କହିଛନ୍ତି, ସେହିପରି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସର୍ବେନ୍ଦୁ ସୂତାର କହିଛନ୍ତି ଯେ ଅରୁଣ ପାଣ୍ଡେ କୋଟିକୋଟି ଟଙ୍କା ବରଗଡ଼ରୁ ଲୁଟି ବିଭିନ୍ନ ବ୍ୟକ୍ତି ମାନଙ୍କ ନାମରେ ରଖିଛନ୍ତି ଯାହାର ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଲି ସେ ମତ ବ୍ୟକ୍ତ କରିଛନ୍ତି, ଟାଉଟର, ଦୁର୍ନୀତିଗ୍ରସ୍ତ ଅରୁଣ ପାଣ୍ଡେ ସଚିବ ଓ ମନ୍ତ୍ରୀଙ୍କୁ ପକେଟ ରେ ପୁରାଇ ରଖିଛନ୍ତି ବୋଲି ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ଯନ୍ତ୍ରୀ ଦିନେଶ ଅଗ୍ରୱାଲ ମତପ୍ରକାଶ କରିଛନ୍ତି, ବରଗଡ଼ ଡିଭିଜନକୁ ଖୋଳ କରି ସରକାରୀ ଅର୍ଥ ଲୁଟୁଥିବା ଅରୁଣ ପାଣ୍ଡେଙ୍କ ଆହୁରି ଗୁପ୍ତ ତଥ୍ୟ ପରବର୍ତୀ ସଂଖ୍ୟାରେ ପ୍ରକାଶ ପାଇବ

Leave a Reply

Your email address will not be published. Required fields are marked *

error: Content is protected !!