ରାଜ୍ୟ

ଖୋଲୁଛି ସୁନ୍ଦରଗଡ଼ ଗ୍ରାମ୍ୟ ଉନୟନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଶୋକ ସାହୁଙ୍କ କଳଙ୍କ ପେଡି

Spread the love

ଭୁବନେଶ୍ୱର : ଗ୍ରାମ୍ୟ ଉନୟନ ବିଭାଗକୁ ବଦନାମ କରୁଥିବା ଯନ୍ତ୍ରୀ ତାଲିକାରେ ସୁନ୍ଦରଗଡ଼ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଶୋକ ସାହୁ ସବୁଠାରୁ ଅପାରଗ ଓ ନିକମା, ସୁନ୍ଦରଗଡ଼ ବିକାଶ ପରିବର୍ତ୍ତେ ଦୁର୍ନୀତିର କାୟା ବିସ୍ତାର କରି ସରକାର ଅର୍ଥ ତୋସାରପାତ କରୁଛନ୍ତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଶୋକ ସାହୁ , ପିସି ଖିଆ, ଅପାରଗ, ଅପଦାର୍ଥ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପିସି ନେଇ ସବୁ ରାସ୍ତା ଘାଟ ନିର୍ମାଣ ନିମ୍ନମାନର କରିବାକୁ ସବୁ ଅଧିକ୍ଷଣ ଯନ୍ତ୍ରୀ ଓ ଠିକାଦାରମାନଙ୍କୁ କହୁଥିବା ଚର୍ଚ୍ଚା ହେଉଛି, ଅନଭିଜ୍ଞା, ଭ୍ରଷ୍ଟାଚାରୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସାହୁ ବାବୁ କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ନିର୍ମାଣ କାର୍ଯ୍ୟ ଦେଇ ସମାନଙ୍କ ଠାରୁ ୧୫ ପ୍ରତିଶତ ପିସି ନେଉଥିବା ଚର୍ଚ୍ଚା ହେଉଛି, ଯନ୍ତ୍ରୀ ସାହୁ ବାବୁ ଅଫିସକୁ ମନଇଛା ଆସନ୍ତି ଓ ଅଫିସର କର୍ମଚାରୀ ମାନଙ୍କୁ ଖରପ ବ୍ୟବହାର କରିବା ସହିତ ସାଧାରଣ ଜନତା ଅଭିଯୋଗ କରିବାକୁ ଆସିଲେ ସେମାନଙ୍କୁ ଦେଖା ଦିଅନ୍ତି ନାହିଁ, ରାସ୍ତା ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଯନ୍ତ୍ରୀ ସାହୁ ବାବୁ ରାଜକୋଷ ରୁ ଲୁଟି ନେଇଥିବା ଠିକାଦାର ରାମ କିସାନ କହିଛନ୍ତି ସବୁ ନିର୍ମାଣ କାର୍ଯ୍ୟ ରେ ଭୁଲ କରି ମୁଖ୍ୟ ଯନ୍ତ୍ରୀଙ୍କ ଠାରୁ ଗାଳି ଖାଇଛନ୍ତି ଯନ୍ତ୍ରୀ ସାହୁ ବାବୁ, ମିଥ୍ୟା ବିଲ କରିବାରେ ମାଷ୍ଟର ଯନ୍ତ୍ରୀ ଅଶୋକ ସାହୁ ଗୁପ୍ତ ଟେଣ୍ଡର କରି ଲକ୍ଷାଧିକ ଟଙ୍କା ସରକାରୀ ରାଜକୋଷରୁ ଲୁଟି ନେଇଥିବା ସୁନ୍ଦରଗଡ଼ ଅଧିକ୍ଷଣ ଯନ୍ତ୍ରୀ ଅଗ୍ରୱାଲ ବାବୁ କହୁଥିବା ଜିଲ୍ଲାରେ ଚର୍ଚ୍ଚା ହେଉଛି, ଯନ୍ତ୍ରୀ ଅଶୋକ ସାହୁଙ୍କ ଦୁର୍ନୀତି କାର୍ଯ୍ୟ କୁ କେତେଜଣ ଅଧିକ୍ଷଣ ଯନ୍ତ୍ରୀ ଏବଂ ଏସଡିଓ ନାପସନ୍ଦ କରିବା ସହିତ ତୁରନ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀକୁ ହଟାଇବାକୁ ବିଜେପି ର ତୁଙ୍ଗ ନେତାଙ୍କୁ କହୁଥିବା ଚର୍ଚ୍ଚା ହେଉଛି, ପିସି ପ୍ରିୟ ଯନ୍ତ୍ରୀ ଅଶୋକ ବାବୁ ସବୁ ଅଧିକ୍ଷଣ ଯନ୍ତ୍ରୀ,ଏସଡିଓ ମାନଙ୍କୁ ତାଗିଦ କରି କହୁଛନ୍ତି ପିସି ନ ଦେଲେ ଠିକାଦାରଙ୍କୁ ମରାମତି କାମ ଦିଅ ନାହିଁ, ଏହି ପିସି ଖିଆ ଯନ୍ତ୍ରୀ ସାହୁ ବାବୁ ଆସିଲା ଦିନରୁ ବ୍ୟାପକ ସରକାରୀ ଅର୍ଥ ବାଟମାରଣ ହେଉଛି ବୋଲି ସୁନ୍ଦରଗଡ଼ ଅଧିକ୍ଷଣ ଯନ୍ତ୍ରୀ ଅଗ୍ରୱାଲ ବାବୁ ମତ ପ୍ରକାଶ କରିଛନ୍ତି, ପ୍ରତିଦିନ ଗୋଟିଏ ବ୍ୟାଗ ଧରି ଆସୁଥିବା ଅଶୋକ ବାବୁ ସନ୍ଧ୍ୟା ବେଳକୁ ନୋଟ ବିଡା ଭର୍ତି କରି ଘରକୁ ଯାଉଛନ୍ତି ବୋଲି ଠିକାଦାର ମାନେ କହିବୁଲୁଛନ୍ତି,ସୁନ୍ଦରଗଡ଼ ଜିଲ୍ଲାରୁ ଲୁଟିଥିବା ଟଙ୍କାରେ ଯନ୍ତ୍ରୀ ସାହୁ ବାବୁ ନିଜ ବିଶ୍ୱସ୍ତ ଲୋକଙ୍କ ନାମରେ ରାଜଧାନୀରେ ଅନେକ ପ୍ଲଟ ଓ ଫ୍ଲାଟ କିଣିଛନ୍ତି ବୋଲି ଅଧିକ୍ଷଣ ଯନ୍ତ୍ରୀ ଅଗ୍ରୱାଲ ଆମର ପ୍ରତିନିଧିଙ୍କୁ କହିଛନ୍ତି,ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କେନ୍ଦ୍ରାପଡ଼ା ଓ କଟକ ରେ ଥିବା ସମୟରେ କିଛି ଯୁବତୀ ମାନଙ୍କୁ ଡାଟା ଏଣ୍ଟ୍ରି ଅପରେଟର ରଖି ହଇରାଣ କରି ଥିବା ଅଭିଯୋଗ ହସ୍ତଗତ ହୋଇଛି, ବାହାରକୁ ଅତି ସରଳ ଦେଖା ଯାଉଥିବା ଯନ୍ତ୍ରୀ ଅଶୋକ ବାବୁଙ୍କ କଳଙ୍କ ପେଡି ର ଆହୁରି ଲୋମ ଟାଙ୍କୁରା ତଥ୍ୟ କ୍ରମାନ୍ଵୟ ଭାବରେ ପ୍ରକାଶିତ ହେବ

Leave a Reply

Your email address will not be published. Required fields are marked *

error: Content is protected !!