ରାଜ୍ୟ

ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର

Spread the love

ଜଗତସିଂହପୁର,: ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଧନିପୁର ନିକଟ ସାତପୁରା ବସ୍ତିରେ। ବସ୍ତିରେ ବୁଲ୍‌ଡୋଜର ବୁଲଛି। ୨୦ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କୁ ଉଠାଇ ସେଲ୍ଟର ହୋମକୁ ଜିଲା ପ୍ରଶାସନ ନେଇଛି। ବେହେରାମପୁର ବସ୍ତିରେ ମଧ୍ୟ ବାଂଲାଦେଶୀଙ୍କ ଘର ଭଙ୍ଗା ଯାଇଛି। ବାଂଲାଦେଶୀଙ୍କ ଘରୁ ବିପୁଳ ମାରଣାସ୍ତ୍ର ଜବତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!