ମହାନଗର

ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

Spread the love

ଫୁଲନଖରା : କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ଛକରେ ଗୋପାଳପୁର ମଣ୍ଡଳ ଆନୁକୁଲ୍ୟରେ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କୁ କଟକ ଗ୍ରସ୍ତ ସମୟରେ ସଦର ଯୁବ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ଵରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି l ଏହି ଅବସରରେ ମଣ୍ଡଳ ସଭାପତି ନିହାର ରଞ୍ଜନ ପଣ୍ଡା ଉପସଭାପତି ପ୍ରଭାତ କୁମାର ସେନାପତି ସଞ୍ଚାଳନ କରିଥିବା ବେଳେ ୫୬ ନମ୍ବର ୱାର୍ଡ ସଭାପତି ସତ୍ୟ ରଞ୍ଜନ ଦାସ, ୫୭ ନମ୍ବର ୱାର୍ଡ ସଭାପତି ସୌମ୍ଯ ରଂଜନ ଦାସ, ୫୮ ନମ୍ବର ୱାର୍ଡ ସଭାପତି ରାଜେନ୍ଦ୍ର ପାତ୍ର, ପୂର୍ବତନ ମଣ୍ଡଳ ସଭାପତି ପ୍ରମୋଦ ଓଝା, ରାଜ୍ୟ ସମନ୍ବୟକାରୀ ରଞ୍ଜିତ ପଣ୍ଡା, ପ୍ରମୋଦ କୁମାର ବେହେରା, ବାଉରୀ ବନ୍ଧୁ ଜେନା, ଯଶୋବନ୍ତ ଜେନା, ଚାନ୍ଦିନୀ ପାଣିଗ୍ରାହୀ, ରଶ୍ମିତା ପାଟରାଣୀ, କାବେରୀ ବେହେରା, ଚିତ୍ତରଞ୍ଜନ ସ୍ଵାଇଁ, ପ୍ରସନ୍ନ କୁମାର ପ୍ରଧାନ ଓ ମଧୁସୂଦନ ପୁଷ୍ପାଳକ ସମେତ ବରିଷ୍ଠ କର୍ମକର୍ତ୍ତା ସହଯୋଗ କରିଥିଲେ l ଶତାଧିକ କର୍ମୀ, ସହଯୋଗୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମାନ୍ୟବର ଲୋକ ପ୍ରିୟମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇଁ ବେଶ୍ ଆନନ୍ଦିତ ହୋଇଥିବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *

error: Content is protected !!