SAMAJAINA

ଡକାୟତ ନବରଙ୍ଗପୁର ଅଧିକ୍ଷଣ ଯନ୍ତ୍ରୀ କନ୍ଧପାଣିକୁ ବହିଷ୍କାର କେବେ

Spread the love

ଭୁବନେଶ୍ୱର : ପୂର୍ତ୍ତ ବିଭାଗକୁ ବଦନାମ କରି କୋଟିକୋଟି କଳା ଧନ ରୋଜଗାର କରୁଥିବା ନବରଙ୍ଗପୁର ଅଧିକ୍ଷଣ ଯନ୍ତ୍ରୀ କ୍ଷୀରଧର କନ୍ଧପାଣିକୁ ବହିଷ୍କାର କରିବାକୁ ବିଭିନ୍ନ ମହଲରେ ଦାବି ଉଠିଲାଣି, ଗାଲୁଆ ଠକ, ନିକମା, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରି ଯନ୍ତ୍ରୀ କ୍ଷୀରଧର କନ୍ଧପାଣି ଲୁଟେରା ରେ ରାଜ୍ୟରେ ପ୍ରଥମ ସ୍ଥାନ ରେ ରହିଛନ୍ତି ବୋଲି ସମାଜସେବୀ ପ୍ରବୀର ଦାସ ମତବ୍ୟକ୍ତ କରିଛନ୍ତି, ନବରଙ୍ଗପୁର ଡିଭିଜନ ରେ ନିଯୁକ୍ତି ହେବା ଦିନରୁ ଡକାୟତ ଯନ୍ତ୍ରୀ କନ୍ଧପାଣି ବହୁତ ମିଥ୍ୟା ବିଲ କରିବା ସହିତ ପିସି ଆଦାୟରେ ଲାଗିପଡିଛନ୍ତି, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରି ଯନ୍ତ୍ରୀ କ୍ଷୀରଧର କନ୍ଧପାଣିଙ୍କ ଉପରେ ସମାଜ ଆଇନାରେ ଲଗାତାର ଖବର ପ୍ରକାଶ ପରେ ଅନେକ ବୁଦ୍ଧିଜୀବି ଅଧିକ୍ଷଣ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ହଟାଇବାକୁ ଦାବି କରିଛନ୍ତି, ପୂର୍ତ୍ତ ବିଭାଗ ର କେଉଁ ଅଫିସର ଏହି ଭ୍ରଷ୍ଟାଚାରୀ ଯନ୍ତ୍ରୀ କନ୍ଧପାଣି କୁ ସୁରକ୍ଷା ଦେଉଛି ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି, ମିଥ୍ୟା ବିଲ କରି ରାଜକୋଷ ଲୁଟୁଥିବା ଅଧିକ୍ଷଣ ଯନ୍ତ୍ରୀ କୋରାପୁଟ ଜିଲ୍ଲାର ଜୟପୁର ଡିଭିଜନ ରେ ଥିବା ସମୟରେ ରାସ୍ତା ଘାଟ ମରାମତି ଓ ନିର୍ମାଣ ରେ ବ୍ୟାପକ ଦୁର୍ନୀତି କରି ଥିଲେ, କୋଟିକୋଟି ଟଙ୍କା ର କାର୍ଯ୍ୟକୁ ଟେଣ୍ଡର ନ କରି ଯନ୍ତ୍ରୀ କନ୍ଧପାଣି ସ୍ପ୍ଲିଟିଙ୍ଗ କରି ବହୁତ ଟଙ୍କା ପିସି ନେଇଛନ୍ତି ବୋଲି ଠିକାଦାର ରମେଶ ପାଙ୍ଗି ମତ ପ୍ରକାଶ କରିଛନ୍ତି,

ଯନ୍ତ୍ରୀ କ୍ଷୀରଧର କନ୍ଧପାଣି ବଲାଙ୍ଗୀର NH ଡିଭିଜନ ରେ ଏସଡିଓ ଥିବା ସମୟରେ ଜଣେ ଅଣ ଓଡ଼ିଆ ଠିକାଦାର ର ବିଲ ପାସ କରିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ, ସେହି ଠିକାଦାରଙ୍କ କାର୍ଯ୍ୟ ତ୍ରୁଟି ଥିବା ଉପରିସ୍ଥ ଧରି ଦେବାରୁ ବିଲ ପାସ ହୋଇପାରିନଥିଲା, ଡକାୟତ ଯନ୍ତ୍ରୀ କନ୍ଧପାଣିକୁ ଟଙ୍କା ଫେରାଇବାକୁ ଠିକାଦାର ଯେତେ କହିଲେ ମଧ୍ୟ ସେ ଧରାଛୁଆ ଦେଇନଥିଲେ, ସେଥି ମାଧ୍ୟ୍ୟରେ ଯନ୍ତ୍ରୀ କନ୍ଧପାଣିଙ୍କ ପ୍ରମୋସନ ଓ ବଦଳି କୋରାପୁଟ ଡିଭିଜନକୁ ହୋଇଯିବାରୁ ଠିକାଦାରଙ୍କ ଏକ ଲକ୍ଷ ଟଙ୍କା ଦେବା ବଦଳରେ ନାଲି ଆଖି ଦେଖାଇ ଥିଲେ, ଉପରକୁ ଶାନ୍ତ ସରଳ ଦେଖା ଯାଉଥିବା ଏହି ଡକାୟତ ଅଧିକ୍ଷଣ ଯନ୍ତ୍ରୀ ବାସ୍ତବରେ ମହା ଚତୁର, ସରକାରୀ ରାଜକୋଷ ଲୁଟିବାରେ ମାହିର ଯନ୍ତ୍ରୀ କନ୍ଧପାଣି ବାବୁ, ନବରଙ୍ଗପୁର ଡିଭିଜନର ସମସ୍ତ ଏସଡିଓ ମାନଙ୍କୁ ମିଥ୍ୟା ବିଲ କରିବା ଓ ନିମ୍ନମାନର କାର୍ଯ୍ୟ କରିବାକୁ କ୍ଷୀରଧର କନ୍ଧପାଣି ଚାପ ପ୍ରୟୋଗ କରୁଥିବା ଶୁଣିବାକୁ ମଳୁଛି, ଟଙ୍କାର ପାହାଡ଼ ଉପରେ ଶୋଉଥିବା ଅଧିକ୍ଷଣ ଯନ୍ତ୍ରୀ କ୍ଷୀରଧର ମନ୍ତ୍ରୀଙ୍କୁ ନିଜ କବ୍ଜାରେ ରଖିଥିବା ନବରଙ୍ଗପୁର ରେ ଚର୍ଚ୍ଚା ହେଉଛି, ଅପାରଗ, ନିକମା, ପିସି ଖିଆ ଯନ୍ତ୍ରୀ ପୂର୍ତ୍ତ ବିଭାଗକୁ ବଦନାମ କରିବା ସହିତ ସରକାରୀ ଅର୍ଥ କୁ ଲୁଟୁଛନ୍ତି ବୋଲି ଠିକାଦାର ସରକାର ସାହୁ କହିଛନ୍ତି, ଅଫିସକୁ ସବୁ ସମୟରେ ଆସୁ ନାହାନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି,ପୂର୍ତ୍ତ ବିଭାଗ ର ଏହି ଧ୍ରୁତ ଯନ୍ତ୍ରୀକୁ ତୁରନ୍ତ ବହିଷ୍କାର କରିବାକୁ ସମାଜସେବୀ ପ୍ରକାଶ ମାଝୀ ଦାବି କରିଛନ୍ତି, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ମଧ୍ୟ କହିଛନ୍ତି ପିସି ଖିଆ ଯନ୍ତ୍ରୀ ତୁରନ୍ତ ହଟିବା ଦରକାର, କେଉଁ ଅଫିସର ଛତ୍ରଛାୟା ତଳେ ଯନ୍ତ୍ରୀ କ୍ଷୀରଧର ଅଛନ୍ତି ତାହା ଲୋକଲୋଚନ କୁ ଆସିବା ଦରକାର ବୋଲି ବିଧାୟକ କହିଛନ୍ତି, ଯନ୍ତ୍ରୀ କ୍ଷୀରଧର କନ୍ଧପାଣି ଙ୍କ ରୋମାଣ୍ଟିକ ଲାଇଫ ଓ କଳାକାରନାମା ବିଷୟରେ ଆଗାମୀ ସଂଖ୍ୟାରେ ପ୍ରକାଶ ପାଇବ

Leave a Reply

Your email address will not be published. Required fields are marked *

error: Content is protected !!