SAMAJAINA

ମାର୍କଫେଡ଼ ରେ ମହାଦୁର୍ନୀତି ର ତଦନ୍ତ କେବେ?

Spread the love

ଶଶିପ୍ରଭା ପରିଡା ବ୍ରହ୍ମଣ ଝରିଲୋ ରୁ ଅଭିଯୋଗ କରିଛନ୍ତି ଯେ ମାର୍କଫେଡ଼ ରେ ମହାଦୁର୍ନୀତି ହୋଇଛି ।ସେ ବିଭାଗୀୟ ମନ୍ତ୍ରୀନୁ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଶ୍ରୀ ପ୍ରଫୁଲ କୁମାର ବେହେରା ସାଧାରଣ ପରିଚାଳକ (ଅର୍ଥ) ଯିଏକି ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ବ ହେବ ମାର୍କଫେଡ୍‌ର କାର୍ଯ୍ୟରତ, ଯଦିଓ ସରକାରଙ୍କ ନିୟମ ୩ବର୍ଷରୁଅଧିକା କୌଣସି ଅଧିକାରୀ ଗୋଟିଏ ସଂସ୍ଥା ବା ଜିଲ୍ଲାରେ ରହିପାରିବେ ନାହିଁ । ତାଙ୍କ ବିରୁଦ୍ଧରେଅନୈତିକ ଓ ବେଆଇନ୍ କାର୍ଯ୍ୟକଳାପ ସମ୍ପର୍କରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି, ସେହି ଅଧୂକାରୀଠିକାଦାର, ବିକ୍ରେତା ଓ ତୃତୀୟ ପକ୍ଷଙ୍କ ଠାରୁ ବିଭିନ୍ନ ଉପାୟରେ ଲାଞ୍ଚ ଆଦୟ କରୁଥିବାର ଅଭିଯୋଗରହିଛି। ଏପରିକି କର୍ମଗ୍‌ରୀ ମାନଙ୍କ D.A ଫାଇଲ M.D ଙ୍କ ପାଖକୁ ଦେବା ପୂର୍ବରୁ କର୍ମଋରୀ ମାନଙ୍କଠାରୁ ମୋଟ ଟ. ୩୦,୦୦,୦୦୦/- ତିରିଶ ଲକ୍ଷ ଟଙ୍କା ଆଦାୟ କରିଛନ୍ତି। କାରଣ ଦର୍ଶାଇଛନ୍ତି, HT=ପରିସ୍ଫୁଳନା ପରିଷଦ, ପରିସ୍ଖଳନା ନିର୍ଦ୍ଦେଶକ, ଏବଂ ସମବାୟ ନିବନ୍ଧକ ସମସ୍ତଙ୍କୁ ନଦେଲେ ଫାଇଲଫେରିଆସିବ। ଏପରିକି ୪ର୍ଥ ଶ୍ରେଣୀ କର୍ମଋରୀ ମଧ୍ୟ ଜଣପିଛା ଟ. ୨୦୦୦/- ଦୁଇହଜାର ଦେଇଛନ୍ତି।୨ୟ ଅଭିଯୋଗ ହେଲା ବିକ୍ରେତା, ଠିକାଦାର ଓ ତୃତୀୟ ପକ୍ଷଙ୍କ ଠାରୁ ବିପାସ୍, ଦେୟ ମଞ୍ଜୁର ଏବଂକାର୍ଯ୍ୟାଦେଶ ଜାରି କରିବା ପାଇଁ ମୋଟା ଅଙ୍କର ଲାଞ୍ଚ ଗ୍ରହଣ କରିବା।୩ୟ ଅଭିଯୋଗ ବ୍ୟକ୍ତିଗତ ଆର୍ଥିକ ଲାଭପାଇଁ ସରକାରୀ ପଦବୀର ଦୁରୁପଯୋଗ କରିକାର୍ଯ୍ୟାଳୟରେ ଅନ୍ୟାୟପୂର୍ଣ୍ଣ ଓ ଭୟଭିତ ପରିବେଶ ସୃଷ୍ଟି କରୁଛନ୍ତି କାରଣ କହୁଛନ୍ତି ଶ୍ରୀ ଅମର ନାୟକବିଧାୟକ ଏବଂ ଶ୍ରୀ ପ୍ରଦୀପ ବଳ ସାମନ୍ତ ମାନ୍ୟନୀୟ ସମବାୟ ମନ୍ତ୍ରୀ ଦୁଇଜଣଙ୍କ ସାଙ୍ଗରେ ମୋରଉତ୍ତମ ସମ୍ପର୍କ ତେଣୁ ଯେଉଁ କର୍ମଗ୍‌ରୀ ମୋ କାର୍ଯ୍ୟ ଉପରେ ହସ୍ତକ୍ଷେପ କରିବ ଜାଣିବ ତା ଚାକିରୀଗଲା।୪ର୍ଥ ଅଭିଯୋଗ ହେଲା କ୍ରୟ ନିୟମାବଳୀ ଓ ମାର୍କଫେଡ୍‌ର ନୈତିକ ମାନଦଣ୍ଡର ଉଲଂଘନକରି କାର୍ଯ୍ୟାଦେଶ ଜାରି ପାଇଁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦାବି କରିବା।rative୫ମ ଅଭିଯୋଗ ପୂର୍ବରୁ OCCF ନାମରେ ବହୁତ ଅଭିଯୋଗ ଆସିଥିଲେ ମଧ୍ୟ ଏହାକୁ ବେଖାତିରକରି ଶ୍ରୀ ବେହେରା ଗୋଟିଏ ପରେ ଗୋଟିଏ କାମ OCCF ନାମରେ କରିଗଲିଛନ୍ତି।୧୮ ଏସବୁ କାମପାଇଁ ସେ OCCF ଠିକାଦାର ଶ୍ରୀ ପ୍ରକାଶ ମହାନ୍ତିଙ୍କ ଠାରୁ ଲାଞ୍ଚ ନେଉଥ‌ିବାରୁ ସାଧାରଣରେ ଦୃଷ୍ଟିଗୋଚର

Leave a Reply

Your email address will not be published. Required fields are marked *

error: Content is protected !!