ମହାନଗର

ସମରକ୍ରାନ୍ତି ସେନା ପକ୍ଷରୁ ମହା ସମାରୋହରେ ୮୦ତମ ସ୍ୱଧିନତା ଦିବସ ପାଳିତ

Spread the love

ଭୁବନେଶ୍ୱର : ସ୍ଵାଧୀନତା ଦିବସ ଅବସରରେ ସମର କ୍ରାନ୍ତି ସେନା ସାମାଜିକ ଅନୁଷ୍ଠାନ ପକ୍ଷରୁ ରସୁଲଗଡ଼ ସ୍ଥିତ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୁର୍ତ୍ତି ନିକଟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାକୁ ବିଶିଷ୍ଟ ପଦାର୍ଥବିଜ୍ଞାନୀ ଡ଼କ୍ଟର ସୁଶାନ୍ତ ଦାସ ଜାତୀୟ ପତାକା ଉତ୍ତୋଳନ କରିବା ସହ ଵୀର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଗାଥା ଉପରେ ଆଧାରିତ ସଂଗ୍ରାମ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ତଥା ଦୈନିକ ଖବରକାଗଜ “ପ୍ରତିକାର” ର ସମ୍ପାଦକ ଓ ମାଲିକ ଶ୍ରୀଯୁକ୍ତ ଶୁଭାଶିଷ ମିଶ୍ର ସଂଗ୍ରାମୀ ପରିବାରପ୍ରତି ସମବେଦନା ଓ ବିରୋତ୍ୱ ବିଷୟରେ ବଖାଣି ଥିଲେ !ଏହିପରିପ୍ରକ୍ଷୀରେ ସତନ୍ତ୍ର ଅଥିତି ଭାବରେ ମଞ୍ଚେଶ୍ୱର ଥାନା ଭାରପ୍ରାପ୍ତ ଅଧିକାରିଣୀ ଝୁନବାଳା ସାମଲ ବକ୍ତବ୍ୟ ମଧ୍ୟମରେ ପରିବାରରେ ଝିଅମାନଙ୍କୁ ସ୍ୱାଧୀନତା ଦେବାପାଇଁ ଆହ୍ୱାନ ଦେଇଥିଲେ!ରୋଟାରୀ କ୍ଲବ ଭୁବନେଶ୍ୱର ଏଲିଟି ର ସଭାପତି ଶ୍ରୀଯୁକ୍ତ ଗୋଲଖ ବିହାରୀ ମାଝୀ, ରୋଟାରୀଆନ ସରେନ୍ଦ୍ର ଦାସ,ଦୈନିକ ଖବର କାଗଜ ସମାଜଆଇନାର ସମ୍ପାଦକ ଶ୍ରୀଯୁକ୍ତ ମନୋଜେ ସେଠ, ଓଡିଶା ବରିଷ୍ଠ ନାଗରିକ ସଙ୍ଘର ସମ୍ପଦକ ଡ଼କ୍ଟର ଯୁଗଳ କିଶୋର ସାହୁ,ଅନୁଷ୍ଠାନ ର ସଭାପତି ଶରତ ଚନ୍ଦ୍ର ଜେନା, ଓ ଓଡିଶା ମଜ଼ାଦୂର ମଞ୍ଚର ଓଡିଶା କାର୍ଯକାରିଣୀ ସଂଯୋଜକ ଡ଼କ୍ଟର ସୌମିତ୍ର କର ସଂମ୍ମାନିତ ଅତିଥିଭାବେ ଭାବରେ ଯୋଗଦେବାସହ ସଂଗ୍ରାମୀ ପରିବାର କିପରି ଦୃଦିନରେ କାଳାତିପାତ କରୁଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ।ସ୍ୱାଧୀନତାକୁ ଦେଶରେ ୮0 ଵର୍ଷ ବିତିଯାଇଥିଲେ ମଧ୍ୟ ଦେଶରୁ ବାହ୍ୟ ଦେଶମାନଙ୍କର ଆକ୍ରମଣ, ଵିଦୋଷ,କପଟତା, କୁଟନିତି ଓ ହିସଂ। ମନୋଭାବ ଯାଇନାହିଁ। ସ୍ବାଧୀନତା ପାଇଥିଲେ ମଧ୍ୟ୍ୟ ସ୍ବାଧୀନତା ର ବହ୍ନି ଆମେ ପାଇପାରି ନାହୁଁ । ସେଥିପାଇଁ ଦିତୀୟ ସ୍ଂଗ୍ରାମ ଲୋଡ଼ା। ଅନ୍ୟ ମାନଙ୍କ ମଧ୍ୟରେ ତଦନ୍ତ କାରୀ ସଂସ୍ଥାର ସଦସ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, । ଅନୁଷ୍ଠାନ ର ଉପସଭାପତି ରାକେଶ ହୋତା, ଜାନକୀ ବଲ୍ଲଭ ଧଳ,ବିଦ୍ୟାଧର ମହାପାତ୍ର, ବାସୁଦେବ ପରିଡ଼ା,ଅଜିତ ସାହୁ,ଶଙ୍କର ବେହେରା, ହରେକୃଷ୍ଣ ବରାଳ , ବାସୁଦେବ ସାହୁ,ଆରତ ବେହେରା, ଗୋପାଳ ଦାସ, ଆଲୋକ ମହାନ୍ତି , ମୁକେଶ ସିଂ,, ପ୍ରତ୍ୟୁଷ ପରିଡ଼ା, ଲୋପିତା ପ୍ରଧାନ,ଇଶିତା ବେହେରା, ପ୍ରମୋଦ ରାଉତ, ଚିନ୍ମୟ ନାୟକ,ସୋମନାଥ ପରିଡ଼ା ,ଚନ୍ଦ୍ରମଣୀ ଧଳ,ପ୍ରଶାନ୍ତ ଡାକୁଆ, ଲୋକନାଥ ପାତ୍ର, ସସ୍ମିତା ମଲ, ସତ୍ୟବ୍ରତ ଜେନା,, ଜ୍ଞାନ ସାହୁ, ଜିତେନ୍ଦ୍ର ଘଡେଇ,, ପ୍ରବିତ୍ର ମୋହନ ସାହୁ,ସୁମେଧା ପରିଡ଼ା,ଦେବେନ୍ଦ୍ର ବେହେରା,ସୁଶାନ୍ତ ଲେଙ୍କା,ଭାଗିରଥି ଦାସ,ରିଦୟ ମୁର୍ମୁହିମାୟିନୀ ସାହୁ, ମାଳତୀ ପ୍ରଧାନ, ସୁପ୍ରିୟା ରଣଜିତ, ସୁବ୍ରତ ରଣଜିତ, ପ୍ରାଣ ସାର,,ସୁବାଶିଷ ବେହରା,,ହୃଷିକେଶ ପ୍ରଧାନ, କୃପାସିନ୍ଧୁ ପ୍ରଧାନ, ଗୋବିନ୍ଦ ପଟ୍ଟନାୟକ, ଅରବିନ୍ଦ ତ୍ରିପାଠୀ, ସୂଚନା ଟିଭି ର ମୁଖ୍ୟ ସୁକାନ୍ତ ମହାନ୍ତି,ପ୍ରମ୍ଯଖ ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ର ସମ୍ପାଦକଡ଼କ୍ଟର ଶ୍ରୀ ପ୍ରମୋଦ କିଶୋର ପରିଡ଼ା ଧନ୍ୟବାଦ୍ ଦେଇଥିଲେ। ଜାତୀୟ ପତାକା ଉୋଳନ ସମୟରେ ଜାତୀୟ ସଂଗୀତ ଗାନ କରିବା ସହିତ ବିର ପୁରୁଷମାନଙ୍କ ନାମ ଉଚ୍ଚାରଣ କରାଯାଇଥିଲା। ଜୟହୀନ୍ଧ,…..

Leave a Reply

Your email address will not be published. Required fields are marked *

error: Content is protected !!