ମହାନଗର

ସମର କ୍ରାନ୍ତି ସେନା ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

Spread the love

ଭୁବନେଶ୍ୱର: ସ୍ଵାଧୀନତା ଦିବସ ଅବସରରେ ସମର କ୍ରାନ୍ତି ସେନା ସାମାଜିକ ଅନୁଷ୍ଠାନ ପକ୍ଷରୁ ରସୁଲଗଡ଼ ସ୍ଥିତ ସୁଭାଷ ବୋଷ ପ୍ରତିମୁର୍ତ୍ତି ନିକଟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାକୁ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ରାଜ୍ୟସଭାପତି ତଥା ଭାରତୀୟ ସାମ୍ବାଦିକ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ସୁଜ୍ଞାନ ଚୈଧୁରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ବିର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଗାଥା ଉପରେ ଆଧାରିତ ସଂଗ୍ରାମ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ତଥା ଦୈନିକ ଖବରକାଗଜ “ପ୍ରତିକାର” ର ସମ୍ପାଦକ ଓ ମାଲିକ ଶ୍ରୀଯୁକ୍ତ ଶୁଭାଶିଷ ମିଶ୍ର ସଂଗ୍ରାମୀ ପରିବାର କିପରି ଦୃଦିନରେ କାଳପ୍ରାପିତ କରୁଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ। ଦେଶ ୭୯ ଵର୍ଷ ବିତିଯାଇଥିଲେ ମଧ୍ୟ ଦେଶରୁ ବାହ୍ୟ ଦେଶମାନଙ୍କର ଆକ୍ରମଣ, ଵିଦୋଷ,କପଟତା, କୁଟନିତି ଓ ହିସଂ। ମନୋଭାବ ଯାଇନାହିଁ। ସ୍ବାଧୀନତା ପାଇଥିଲେ ମଧ୍ୟ୍ୟ ସ୍ବାଧୀନତା ର ବହ୍ନି ଆମେ ପାଇପାରି ନାହିଁଁ। ସେଥିପାଇଁ ଦିତୀୟ ସ୍ଂଗ୍ରାମ ଲୋଡ଼ା। ଅନ୍ୟ ମାନଙ୍କ ମଧ୍ୟରେ ତଦନ୍ତ କାରୀ ସଂସ୍ଥାର ସଦସ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ନାରୀ ନେତ୍ରୀ। ସୈଭାଗଲକ୍ଷ୍ମ ଦାସ ଅନୁଷ୍ଠାନ ର ଉପସଭାପତି ରାକେଶ ହୋତା, ଜାନକୀ ବଲ୍ଲଭ ଧଳ,ବିଦ୍ୟାଧର ମହାପାତ୍ର, ବାସୁଦେବ ପରିଡ଼ା,ଅଜିତ ସାହୁ,ଶଙ୍କର ବେହେରା, ହରେକୃଷ୍ଣ ବରାଳ , ବାସୁଦେବ ସାହୁ,ଆରତ ବେହେରା, ଗୋପାଳ ଦାସ,ଚ ଜ୍ଞାନରଞ୍ଜନ ସାହୁ,, ମିର୍ଜା ହେମ୍ରମ, ସତ୍ୟଜିତ ନାୟକ, ପ୍ରତ୍ୟୁଷ ପରିଡ଼ା,ଅନ୍ୟୁଷା ପଟ୍ଟନାୟକ, ଲୋପିତା ପ୍ରଧାନ,ଇଶିତା ବେହେରା, ପ୍ରମୋଦ ରାଉତ, ଚିନ୍ମୟ ନାୟକ, ପ୍ରଶାନ୍ତି ବେହେରା, ରତିକାନ୍ତ,ସୁମେଧା ପରିଡ଼ା , ଦେବେନ୍ଦ୍ର ବେହେରା ପ୍ରମ୍ଯଖ ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ପ୍ରମୋଦ କିଶୋର ପରିଡ଼ା ଧନ୍ୟବାଦ୍ ଦେଇଥିଲେ। ଜାତୀୟ ପତାକା ଉୋଳନ ସମୟରେ ଜାତୀୟ ସଂଗୀତ ଗାନ କରିବା ସହିତ ବିର ପୁରୁଷମାନଙ୍କ ନାମ ଉଚ୍ଚାରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!