Month: July 2025

ରାଜ୍ୟ

ବନ୍ୟାଜଳରେ ଭାସିଗଲା ଗେଙ୍ଗୁଟି ନଦୀ ପୋଲ

ଭଦ୍ରକ, ବୈତରଣୀ ନଦୀରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଥିବା ବେଳେ ଶନିବାର ରାତିରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବିଭିନ୍ନ ଗାଁ ଜଳମଗ୍ନ ହୋଇଛି।

Read More
ମହାନଗର

କରିଥିବା କର୍ମର ଫଳ ଭୋଗୁଛନ୍ତି ଅମରେଶ : ଅର୍ଚନା ନାଗ

ଭୁବନେଶ୍ୱର,: ବଳାତ୍କାର ମାମଲାରେ ଜେଲ ଯିବା ବେଳେ ଅମରେଶ ଜେନା ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋତେ ଅର୍ଚ୍ଚନା ନାଗ ଫସାଇ ଦେଇଛନ୍ତି । ଅର୍ଚ୍ଚନା

Read More
ମୁଖ୍ୟ ଖବର

ବିଜେଡିରୁ ସସ୍‌ପେଣ୍ଡ ହେଲେ ବାଇଆଁ ଓରଫ ଅମରେଶ ଜେନା

ଭୁବନେଶ୍ୱର,୨୭।୭: ବିଜେଡିରେ ବଡ଼ ହଲଚଲ। ନବୀନ ନେଲେ ବଡ଼ ଆକ୍ସନ। ବଳାତ୍କାର ମାମଲାରେ ଅମରେଶ ଜେନା ଗିରଫ ହେବା ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି ନବୀନ।

Read More
ମହାନଗର

କଟକ OMPରୁ କନ୍ଦରପୁର ପର୍ଯ୍ୟନ୍ତ ଏଲିଭେଟେଡ୍ କରିଡର: ଖର୍ଚ୍ଚ ହେବ ୬୪୦ କୋଟି ଟଙ୍କା

ଭୁବନେଶ୍ୱର,: କଟକ ସହରରେ ଯାତାୟାତ ସମସ୍ୟା ଓ ଭିଡ଼କୁ ଦୃଷ୍ଟିରେ ରଖି OMP ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି।

Read More
ମୁଖ୍ୟ ଖବର

ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,: ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ମନ୍ଦିରରେ ରବିବାର ଏକ ଭୟଙ୍କର ଦଳାଚକଟା ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।

Read More
ଅପରାଧ

ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ସ୍ବାମୀ ଗିରଫ

ବଅଁରପାଳ, : ସ୍ତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ନାଲ୍‌କୋ ଥାନା ଅଞ୍ଚଳର ଦୀପୁ ସାହୁ (୨୫)ଙ୍କୁ ଶନିବାର ପୋଲିସ ଗିରଫ କରିଛି।

Read More
ମୁଖ୍ୟ ଖବର

ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ

ଭୁବନେଶ୍ୱର ବିଜୁ ଜନତା ଦଳ (ବିଜେଡି) କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ବାଲେଶ୍ୱରରୁ ଗିରଫ କରିଛି। ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା

Read More
ରାଜ୍ୟ

କୁଆଖାଇରେ ବୁଡ଼ି ଛାତ୍ର ମୃତ: ୭ ବର୍ଷରେ ଗଲାଣି ୬୦ ଜୀବନ

ଭୁବନେଶ୍ବର : ଆଜି ଇନ୍‌ଫୋସିଟି ଅଞ୍ଚଳର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ବି-ଫାର୍ମା ଛାତ୍ର ତଥା ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ଅଙ୍କନ ତ୍ରିପ‌ାଠୀ(୧୯)ଙ୍କର କୁଆଖାଇ ନଦୀରେ ବୁଡି ମୃତ୍ୟୁଘଟିଛି।

Read More
ମହାନଗର

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ

ଭୁବନେଶ୍ବର: କମିସନରେଟ୍‌ ପୁଲିସ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ଜଣ ସହଯୋଗୀଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଅମରେଶ ଜେନାଙ୍କୁ ଫେରାର କରାଇବାରେ ସହଯୋଗ

Read More
ମୁଖ୍ୟ ଖବର

ସ୍ତ୍ରୀଙ୍କ ସହ ବୁଲିବାକୁ ଆସିଥିଲେ ବିଡିଓ, ଉଛୁଳା ନଦୀକୁ ଖସିପଡ଼ିଲା କାର୍‌

କୋଣାର୍କ,: ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ମେରାଇନ ଥାନା ଅନ୍ତର୍ଗତ ଲୋଟସ ରିସର୍ଟ ନିକଟ ରାମଚଣ୍ଡୀ ମୁହାଣ କୁଶଭଦ୍ରା ନଦୀରେ କାର ବୁଡି ଯାଇଥିଲା। କଟକ ସଦର ବିଡିଓ

Read More
error: Content is protected !!