ରାଜ୍ୟ

ଚାରିଛକ ପ୍ରେସ୍ କ୍ଲବ୍‌ର ବନ୍ଧୁ ମିଳନ ଅନୁଷ୍ଠିତ

Spread the love

ନିମାପଡ଼ା : ଚାରିଛକ ପ୍ରେସ୍ କ୍ଲବ୍‌ର ବନ୍ଧୁ ମିଳନ ଉତ୍ସବ ଅସ୍ତରଙ୍ଗ ନିକଟସ୍ଥ ଗଙ୍ଗାଦେବୀ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା। ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କୁମାର କର, ଉପସଭାପତି ବସନ୍ତ କୁମାର ଦାସ ସମ୍ପାଦକ ଡ. କେଦାରନାଥ ସାହୁ,ସଂଗଠନ ସମ୍ପାଦକ ବିଜୟ ବେହେରା, ସହ ସମ୍ପାଦକ ସନ୍ତୋଷ କୁମାର ଦାସ, ଉପଦେଷ୍ଟା ପ୍ରଫେସର ଗୋପୀନାଥ କର, ଡ. ସନ୍ତୋଷ କୁମାର ମିତ୍ର, ପ୍ରାକ୍ତନ ଆଇଆର୍‌ଏସ୍ ଚନ୍ଦ୍ରକାନ୍ତ ଦଳାଇ,ସୁବାସ ଚନ୍ଦ୍ର ସାହୁ, କୋଷାଧକ୍ଷ ସୌମ୍ୟରଞ୍ଜନ ତ୍ରିପାଠୀ, ପ୍ରାକ୍ତନ ପ୍ରାଧ୍ୟାପକ ପଞ୍ଚାନନ ସାହୁ, ଆଇନଜୀବୀ ରଜନୀକାନ୍ତ ତ୍ରିପାଠୀ, ବସନ୍ତ କୁମାର ମଲ୍ଲ, କାହ୍ନୁ ଚରଣ ବେହେରା, ସନାତନ ପାତ୍ର, କୃଷ୍ଣଚନ୍ଦ୍ର ରାଉତ, ବନବିହାରୀ ଦାଶ, ଶିଶିର ନାୟକ, ଅର୍ଜୁନ ପାତ୍ର, ଅଧୀନ ପାତ୍ର, ପ୍ରଶନ୍ନ ଦାଶ, ହିମାଂଶୁ ଶେଖର ଦାଶ, ଜୟନ୍ତ କୁମାର ସେଠୀ, ଗଦା ଧର ସେଠ, ଗଙ୍ଗାଧର କର, କୈଳାଶ ଚନ୍ଦ୍ର କର, ସଞ୍ଜୟ ପତି, ନାରାୟଣ ବେହେରା, ବସନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଦେବାଶିଷ ନାୟକ, ପ୍ରଶାନ୍ତ ସାହୁ, ବିନୋଦ ପ୍ରଧାନ , ଅଚ୍ୟୁତାନନ୍ଦ ମିଶ୍ର, ଙ୍କ ସହିତ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!